ଯଦି ଆବଶ୍ୟକ ହୁଏ ମୁଁ ପୁଣି ଥରେ ଆକ୍ରମଣ କରିବି, ଇରାନର ୧୪ ସୁତ୍ରୀ ଶାନ୍ତି ପ୍ରସ୍ତାବ ନେଇ ଟ୍ରମ୍ପଙ୍କ ବିବୃତି

ଆମେରିକା ଏବଂ ଇରାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାର ପ୍ରାୟ ଗୋଟିଏ ମାସ ବିତିଗଲାଣି । ତେବେ ଦୁଇ ଦେଶ ଏପର୍ଯ୍ୟନ୍ତ ଏକ ସ୍ଥାୟୀ ଚୁକ୍ତି ଉପରେ ସହମତ ହୋଇପାରି ନାହାନ୍ତି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସେ ଇରାନର ନୂତନ ପ୍ରସ୍ତାବ ସମୀକ୍ଷା କରୁଛନ୍ତି। କିନ୍ତୁ ଏହା I will strike again if necessary, says Trump on Iran’s 14th peace proposal