ଆମେରିକା ନାଟୋକୁ ଏକ ବଡ଼ ଝଟକା ଦେଇଛି। ଆନୁଷ୍ଠାନିକ ଭାବରେ ଘୋଷଣା କରିଛି ଯେ, ସହଯୋଗୀ ଦେଶ ଜର୍ମାନୀରୁ ୫ ହଜାର ସୈନିକ ପ୍ରତ୍ୟାହାର କରାଯିବ। ଏହି ପଦକ୍ଷେପ ଏପରି ସମୟରେ ନିଆଯାଇଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଜର୍ମାନ ଚାନ୍ସେଲରଙ୍କ ମନ୍ତବ୍ୟ ଯୋଗୁଁ ୟୁରୋପରରେ ବିରୋଧୀ ସ୍ବର ଉଠିବାରେ ଲାଗିଛି। Trump gives a big blow to NATO! 5,000 troops to be withdrawn from Germany
ନାଟୋକୁ ବଡ଼ ଝଟକା ଦେଲେ ଟ୍ରମ୍ପ! ଜର୍ମାନୀରୁ ୫ ହଜାର ସୈନ୍ୟ ପ୍ରତ୍ୟାହାର କରାଯିବ


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ