ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ

ଆଜି ଫ୍ଲୋର ଟେଷ୍ଟ । ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ । ଏହା ପୂର୍ବରୁ ଗତକାଲି ସେ AIADMKର ବିଦ୍ରୋହୀ ଗୋଷ୍ଠୀର ପ୍ରମୁଖ ନେତା ସି.ଭି. ଷଣ୍ମୁଗମ ଓ ଏସପି.Vijay’s floor test in Tamil Nadu today