ଗଣତି ପୂର୍ବରୁ ନିଜ ସୋସିଆଲ ମିଡିଆ ବାୟୋରୁ ମୁଖ୍ୟମନ୍ତ୍ରୀ ପଦ ହଟାଇଲେ ବିଜୟନ

କେରଳରେ ବିଧାନସଭା ନିର୍ବାଚନ ରେଜଲ୍ଟର ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସୋସିଆଲ ମିଡିଆରେ ପରିବର୍ତ୍ତନ । ସେ ନିଜର ପ୍ରୋଫାଇଲରେ ବଡ଼ ଧରଣର ପରିବର୍ତ୍ତନ କରି ନିଜର ବାୟୋ ଅପଡେଟ୍ କରିଛନ୍ତି। ଯାହାକୁ ନେଇ ବଢିଛି ରାଜନୈତିକ ଚର୍ଚ୍ଚା। ବିVijayan removes CM title from his social media bio ahead of polls