ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ୧୫ କର୍ମଚାରୀ କୋଭିଡ୍ ପଜିଟିଭ୍ । ୪୮ ଘଣ୍ଟା ପାଇଁ ବନ୍ଦ ରହିବ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ । ସମ୍ପୂର୍ଣ୍ଣ ବିଶୋଧନ ପାଇଁ ବିଭାଗ ବନ୍ଦ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ବିଭାଗ ବନ୍ଦ ରଖାଯାଉଛି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ