ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ, ୧୫ ଡିଗ୍ରୀ ତଳେ ୨୨ ସହର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ କମୁଛି ତାପମାତ୍ରା । ଅସହ୍ୟ ହେଉଛି ଶୀତ । ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ଘଟିଛି । ଏହା ସହିତ ଉତ୍ତର ଦିଗରୁ ଶୁଖିଲା ପବନ ବହୁଛି । ଯାହା ରାଜ୍ୟରେ ତାପମାତ୍ରା କମିବାରେ ସହାୟକ ହେଉଛି । ଅଧିକାଂଶ ଜିଲ୍ଲାରେ ପାଗ କୋହଲା ରହିବା ସହିତ ସକାଳୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia