ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଶୋ: ଆକାଶରେ ଦମ୍ ଦେଖାଇଲେ ବାୟୁବୀର

ଭୁବନେଶ୍ୱର: ରାଜଧାନୀ ଆକାଶରେ ଉଡିଲା ୯ଟି ହକ୍ ବିମାନ । ଭୁବନେଶ୍ୱରରେ ଆୟୋଜିତ ହେଲା ସୂର୍ଯ୍ୟକିରଣ ଶୋ । ଆକାଶରେ ଦମ୍ ଦେଖାଇଲେ ବାୟୁବୀର । ସ୍ଥାନୀୟ କୁଆଖାଇ ପଠା ବାଲିଯାତ୍ରା ପଡିଆରେ ବାୟୁସେନା ପକ୍ଷରୁ ଆୟୋଜିତ ହୋଇଛଇ ସୂର୍ଯ୍ୟକିରଣ ଶୋ । ଏଥିପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଛି । ଦିନ ୧୦ଟାରୁ ଆରମ୍ଭ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia