କିଶୋର ଭାଇନା ହୋଟେଲ ଉପରେ ବୁଲଡୋଜର ଚଲାଇଲା ବିଏମସି

ଭୁବନେଶ୍ୱର: ଭାଙ୍ଗିଲା କିଶୋର ଭାଇନା ମଟନ ଦୋକାନ । ହୋଟେଲ ଉପରେ ବୁଲଡୋଜର ଚଲାଇଲା ବିଏମସି । ସିଲ୍ ପରେ ବି ହୋଟେଲ୍ ଚଳାଇବାରୁ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଇ ଦିନ ତଳେ ମଟନ ଦୋକାନ ସିଲ୍ କରିଥିଲା ବିଏମସି । ମାତ୍ର ଗତକାଲି ବି ହୋଟେଲ ଖୋଲିବା ପରେ ଆଜି ବିଏମସି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia