ବୈଜ୍ଞାନିକଙ୍କ ବଡ ଚେତାବନୀ, ଭାରତରେ ପଡ଼ିବ ପ୍ରଚଣ୍ଡ ମରୁଡ଼ି

ଅତ୍ୟନ୍ତ ଶକ୍ତିଶାଳୀ ଏଲ୍-ନିନୋ ଘଟଣାର ବର୍ଷ ହେବ । ବୈଜ୍ଞାନିକମାନେ ବିଶ୍ୱବାସୀଙ୍କୁ ଏହି ଚେତାବନୀ ଦେଇଛନ୍ତି । ଏହି ରେକର୍ଡ ଅତୀତର ଅନ୍ୟତମ ସବୁଠୁ ଶକ୍ତିଶାଳୀ ଏଲ୍- ନିନୋ ହୋଇପାରେ । ଅନେକ ଅନ୍ତର୍ଜାତୀୟ ଜଳବାୟୁ ମଡେଲ ଓ ଆମେରିକାର ନୋଆ ଭଳି ପ୍ରମୁଖ ଜଳବାୟୁ ସଂଗଠନ ସ୍ପଷ୍ଟ କରିଛି,Scientists warn of severe drought in India