ସୁପ୍ରିମକୋର୍ଟରେ ସପ୍ତାହକୁ ହେବ ଦୁଇ ଦିନ ଭର୍ଚୁଆଲ ଶୁଣାଣି, ଇନ୍ଧନ ବଞ୍ଚେଇବା ପାଇଁ ବଡ଼ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧ ଅନୁସାରେ ସୁପ୍ରିମକୋର୍ଟ ଶୁକ୍ରବାର କାର୍ଯ୍ୟକ୍ରମରେ ନୁଆ ସର୍କୁଲାର ଜାରି କରାଯାଇଛି । ଯେଉଁଥିରେ ଅଦାଲତର ଶୁଣାଣି ଏବଂ କର୍ମଚାରୀଙ୍କ କାମ କରିବାର ତରିକାରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇଛି । ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଏକ ଆଦେଶ ପରେ ନିଆଯାଇଛି ଏବଂ ଏହାକୁ ତୁରନ୍ତ ଲାଗୁ କରାଯାଇଛି ।Supreme Court to hold virtual hearings for two days a week, big decision to save fuel