Odisha ବଢ଼ିଲା ଘରୋଇ ବସ ଭଡ଼ା, କିଲୋମିଟର ପିଛା ୨ ପଇସା ବୃଦ୍ଧି OdiaTimes May 16, 2026 Share this:Share Share on Facebook (Opens in new window) Facebook Share on X (Opens in new window) X ବସରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପକେଟକୁ ମହଙ୍ଗା ମାଡ଼। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ବଢ଼ିଲା ଘରୋଇ ବସ ଭଡ଼ା । ସାଧାରଣ ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି । ଏକ କିଲୋ ମିଟରକୁ ପୂର୍ବରୁ ୮୮ ପଇସା ଭଡ଼ା ଥିବା ବେଳେ ଏବେ ତାହା ୯୦ ପଇସାରେ ପହଞ୍ଚିଛି । Post navigation Previous ସୁପ୍ରିମକୋର୍ଟରେ ସପ୍ତାହକୁ ହେବ ଦୁଇ ଦିନ ଭର୍ଚୁଆଲ ଶୁଣାଣି, ଇନ୍ଧନ ବଞ୍ଚେଇବା ପାଇଁ ବଡ଼ ନିଷ୍ପତ୍ତି More Stories 1 min read Odisha ସୁପ୍ରିମକୋର୍ଟରେ ସପ୍ତାହକୁ ହେବ ଦୁଇ ଦିନ ଭର୍ଚୁଆଲ ଶୁଣାଣି, ଇନ୍ଧନ ବଞ୍ଚେଇବା ପାଇଁ ବଡ଼ ନିଷ୍ପତ୍ତି May 16, 2026 OdiaTimes 1 min read Odisha ବୈଜ୍ଞାନିକଙ୍କ ବଡ ଚେତାବନୀ, ଭାରତରେ ପଡ଼ିବ ପ୍ରଚଣ୍ଡ ମରୁଡ଼ି May 16, 2026 OdiaTimes 1 min read Odisha ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା May 16, 2026 OdiaTimes
More Stories
ସୁପ୍ରିମକୋର୍ଟରେ ସପ୍ତାହକୁ ହେବ ଦୁଇ ଦିନ ଭର୍ଚୁଆଲ ଶୁଣାଣି, ଇନ୍ଧନ ବଞ୍ଚେଇବା ପାଇଁ ବଡ଼ ନିଷ୍ପତ୍ତି
ବୈଜ୍ଞାନିକଙ୍କ ବଡ ଚେତାବନୀ, ଭାରତରେ ପଡ଼ିବ ପ୍ରଚଣ୍ଡ ମରୁଡ଼ି
ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା