ପଶ୍ଚିମବଙ୍ଗ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ତାରିଖ ପାଖେଇ ଆସୁଛି। ଏହାରି ଭିତରେ ଉଭୟ ଶାସକ ଟିଏମସି ଓ ବିରୋଧୀ ବିଜେପି ନିଜ ନିଜର ପ୍ରଚାର ଜୋରଦାର କରି ଦେଇଛନ୍ତି। କିନ୍ତୁ ଏହାରି ଭିତରେ ପୁଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।Mamata Banerjee again makes controversial statement regarding Jagannath Dham
ଜଗନ୍ନାଥ ଧାମକୁ ନେଇ ପୁଣି ବିବାଦୀୟ ବୟାନ ଦେଲେ ମମତା


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ