Odisha ଆଜିଠୁ ଖରାଛୁଟି ଆରମ୍ଭ, ଜୁନ୍ ୧୭ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ୍ OdiaTimes April 28, 2026 1 min read Share this:Share Share on Facebook (Opens in new window) Facebook Share on X (Opens in new window) X ସୋମବାରଠୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖରା ଛୁଟି ଆରମ୍ଭ ହୋଇଛି। ଜୁନ୍ ୧୭ ତାରିଖ ଯାଏ ଛୁଟି ରହିବ ସମସ୍ତ ସ୍କୁଲ । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ।Summer vacation begins today, all schools will remain closed till June 17 Post navigation Previous ପଶ୍ଚିମବଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ,ବାଗଦା ନିର୍ବାଚନ ମଣ୍ଡଳୀରେ ବିଶାଳ ରୋଡ୍ ସୋ’ କାର୍ଯ୍ୟକ୍ରମNext ଜଗନ୍ନାଥ ଧାମକୁ ନେଇ ପୁଣି ବିବାଦୀୟ ବୟାନ ଦେଲେ ମମତା More Stories 1 min read Odisha ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ May 13, 2026 OdiaTimes 1 min read Odisha ଚୀନକୁ ଭାରତର କଡ଼ା ବାର୍ତ୍ତା May 13, 2026 OdiaTimes 1 min read Odisha ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ May 13, 2026 OdiaTimes
More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ