ଖୁବଶୀଘ୍ର ବୋର୍ଡ ଓ ନିଗମ ନିଯୁକ୍ତି, ୪୪ ସରକାରୀ ଉଦ୍ୟୋଗକୁ ତଥ୍ୟ ମାଗିଲା ସାଧାରଣ ପ୍ରଶାସନ ବିଭାଗ

ଖୁବ ଶୀଘ୍ର ରାଜ୍ୟରେ ଖାଲି ପଡ଼ିଥିବା ବିଭିନ୍ନ ବୋର୍ଡ ଓ ରାଜ୍ୟ ସରକାରୀ ଉଦ୍ୟୋଗ (ପିଏସୟୁ)ଗୁଡ଼ିକର ବିଭିନ୍ନ ପଦବି ପୂରଣ ହେବ । ରାଜ୍ୟର ବିଭିନ୍ନ ବୋର୍ଡର ସଭାପତି ଓ ନିଗମଗୁଡ଼ିକର ଅଧ୍ୟକ୍ଷ ପଦରେ ମଧ୍ୟ ନିଯୁକ୍ତି ମିଳିବ । ଏଥିରେ ନେତାଙ୍କୁ ଥଇଥାନ କରାଯିବ । Board and corporation appointments coming soon, Public Administration Department seeks information from 44 government enterprises