ଅର୍ଥ ହେରଫେର ମାମଲାରେ ସ୍ଥାନୀୟ ରାଉଜ୍ ଏଭିନ୍ୟୁ ଅଦାଲତ ଶନିବାର ବିଶିଷ୍ଟ ବ୍ୟବସାୟୀ ତଥା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ପଚାଶ ହଜାର ଟଙ୍କାର ବେଲ୍ ବଣ୍ଡ୍ ଦାଖଲ କରିବା ପରେ ତାଙ୍କୁ ଜାମିନ ମିଳିଥିବା ପ୍ରକାଶ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦କୁ ଧାର୍ଯ୍ୟ କରାଯାଇଛି।Robert Vadra granted anticipatory bail
ରବର୍ଟ ଭଦ୍ରାଙ୍କୁ ଆଗୁଆ ଜାମିନ


More Stories
ହର୍ମୁଜ୍ରେ ଆମ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ : ଜାତିସଂଘରେ ଅସନ୍ତୋଷ ପ୍ରକାଶ କଲା ଭାରତ
ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧି କଲେ ରାଷ୍ଟ୍ରପତି
ଇବୋଲା ଭାଇରସରେ ୮୦ ମୃତ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା WHO