Odisha କୁଆଖାଇ ଖାଇଲା ୪ ମୁଣ୍ଡ, ମିଳିଲା ଆଉ ୨ ନିଖୋଜ ଛାତ୍ରଙ୍କ ମୃତଦେହ July 13, 2023 1 min read Share this:Share Share on Facebook (Opens in new window) Facebook Share on X (Opens in new window) X Odisha 4 Students Drowned in Kuakhai River: ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲିଠୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି । ଫଳରେ ମୃତକଙ୍କ ସମୁଦାୟ ସଂଖ୍ୟା ୪ରେ ପହଞ୍ଚିଛି । ଗାଧୋଇବାକୁ ଯାଇ ୪ଜଣ ଛାତ୍ର ପ୍ରାଣ ହରାଇଥିବା ଜଣାପଡ଼ିଛି । Post navigation Previous ମଣିଷ ଖାଇଲା ମଣିଷ ମାଂସ; ଗାମୁଛାରେ ବାନ୍ଧି ନେଉଥିଲେ ଅଧାପୋଡ଼ା ଶବର ମାଂସNext President Droupadi Murmu to visit Odisha on July 26 More Stories 1 min read Odisha ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ May 13, 2026 OdiaTimes 1 min read Odisha ଚୀନକୁ ଭାରତର କଡ଼ା ବାର୍ତ୍ତା May 13, 2026 OdiaTimes 1 min read Odisha ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ May 13, 2026 OdiaTimes
More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ