ମଣିଷ ଖାଇଲା ମଣିଷ ମାଂସ; ଗାମୁଛାରେ ବାନ୍ଧି ନେଉଥିଲେ ଅଧାପୋଡ଼ା ଶବର ମାଂସ

Two Man Eating Half-Burnt Human Flesh: ମଣିଷ ଖାଇଲା ମଣିଷ ମାଂସ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଧାପୋଡା ଶବର ମାଂସ ଖାଇବାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି ।