ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ଏହି ମହାପର୍ବ ରେ ସାମିଲ ହେବାକୁ ବିଶ୍ଵର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ର ଆସନ୍ତି ଅନେକ ଭକ୍ତ। ଆପଣ ଜାଣନ୍ତି ଏହି ଯାତ୍ରା ଟିକିଏ ଭିନ୍ନ । କାରଣ ଏହା ଦେଶର ପ୍ରଥମ ପୂଜା ଯେଉଁଥିରେ ପ୍ରେମିକା ରାଧା କି ପତ୍ନୀ ରୁକ୍ମିଣୀଙ୍କ ସହ ପୂଜା ହୁଅନ୍ତି ନାହିଁ ପ୍ରଭୁ
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ