Ratha yatra 2022 : ଜାଣନ୍ତୁ କଣ ରହିଛି ଆଜିର ନୀତି ନିର୍ଘଣ୍ଟ

ପୁରୀ : ଆଜି ପବିତ୍ର ରଥଯାତ୍ରା । ତିନି ରଥରେ ମାଉସୀ ଘରକୁ ଯିବେ ତିନି ଠାକୁର । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ପରେ ସମସ୍ତ ନୀତି ଆରମ୍ଭ ହୋଇଛି । ୬ଟା ୧୦ରେ ମଇଲମ ଓ ୬ଟା ୩୦ରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia