ଚଳିତ ଆଇପିଏଲ୍ର ୬୦ତମ ଲିଗ୍ ମୁକାବିଲାରେ ଆଜି କୋଲକାତା ଘରୋଇ ଗ୍ରାଉଣ୍ଡ୍ରେ ଗୁଜରାଟକୁ ଭେଟିବ । ଏହି ମ୍ୟାଚ ଜିତି ଗୁଜରାଟ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । କୋଲକାତା ପାଇଁ ମଧ୍ୟ ବିଜୟ ଜରୁରି । ଜିତିଲେ ପ୍ଲେ-ଅଫ ଆଶା ଉଜ୍ଜୀବିତ ରହିବ, ପରାଜିତ ହେଲେ ବିଦାୟ ନେବ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।Gujarat-Kolkata clash today; Gil team aiming for play-off
ଆଜି ଗୁଜରାଟ-କୋଲକାତା ମୁକାବିଲା; ଫ୍ଲେ ଅଫ୍ ଲକ୍ଷ୍ୟରେ ଗିଲ୍ ବାହିନୀ


More Stories
ବଢ଼ିଲା ଘରୋଇ ବସ ଭଡ଼ା, କିଲୋମିଟର ପିଛା ୨ ପଇସା ବୃଦ୍ଧି
ସୁପ୍ରିମକୋର୍ଟରେ ସପ୍ତାହକୁ ହେବ ଦୁଇ ଦିନ ଭର୍ଚୁଆଲ ଶୁଣାଣି, ଇନ୍ଧନ ବଞ୍ଚେଇବା ପାଇଁ ବଡ଼ ନିଷ୍ପତ୍ତି
ବୈଜ୍ଞାନିକଙ୍କ ବଡ ଚେତାବନୀ, ଭାରତରେ ପଡ଼ିବ ପ୍ରଚଣ୍ଡ ମରୁଡ଼ି