ଆଜି ଗୁଜରାଟ-କୋଲକାତା ମୁକାବିଲା; ଫ୍ଲେ ଅଫ୍‌ ଲକ୍ଷ୍ୟରେ ଗିଲ୍ ବାହିନୀ

ଚଳିତ ଆଇପିଏଲ୍‌ର ୬୦ତମ ଲିଗ୍ ମୁକାବିଲାରେ ଆଜି କୋଲକାତା ଘରୋଇ ଗ୍ରାଉଣ୍ଡ୍‌ରେ ଗୁଜରାଟକୁ ଭେଟିବ । ଏହି ମ୍ୟାଚ ଜିତି ଗୁଜରାଟ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । କୋଲକାତା ପାଇଁ ମଧ୍ୟ ବିଜୟ ଜରୁରି । ଜିତିଲେ ପ୍ଲେ-ଅଫ ଆଶା ଉଜ୍ଜୀବିତ ରହିବ, ପରାଜିତ ହେଲେ ବିଦାୟ ନେବ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।Gujarat-Kolkata clash today; Gil team aiming for play-off