କୁଆଖାଇ ଖାଇଲା ୪ ମୁଣ୍ଡ, ମିଳିଲା ଆଉ ୨ ନିଖୋଜ ଛାତ୍ରଙ୍କ ମୃତଦେହ

Odisha 4 Students Drowned in Kuakhai River: ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲିଠୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି । ଫଳରେ ମୃତକଙ୍କ ସମୁଦାୟ ସଂଖ୍ୟା ୪ରେ ପହଞ୍ଚିଛି । ଗାଧୋଇବାକୁ ଯାଇ ୪ଜଣ ଛାତ୍ର ପ୍ରାଣ ହରାଇଥିବା ଜଣାପଡ଼ିଛି ।