ସୌମ୍ୟ ବାବୁଙ୍କ ଘରେ ହୋଇପାରେ ଭିଜିଲାନ୍ସ ରେଡ: ତାରା ବାହିନୀପତି

ଭୁବନେଶ୍ୱର: ବିଜେଡି ବିଧାୟକ ତଥା ପ୍ରତିଷ୍ଠିତ ଦୈନିକ ଗଣମାଧ୍ୟମର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସଂପାଦକୀୟ ଆଜି ରାଜ୍ୟ ରାଜନୀତିରେ ବିସ୍ଫୋରଣ ସୃଷ୍ଟି କରିଛି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ଆଜି ସୌମ୍ୟ ରଞ୍ଜନ ନିଜ ଦୈନିକ ଖବର କାଗଜରେ ଏକ ସଂପାଦକୀୟ ଲେଖିଛନ୍ତି । ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia