ସହାନୁଭୁତି, ଅନୁକମ୍ପା ଏବଂ ହକର ଲଢେଇ

ବ୍ରଜରାଜନଗର : ପଶ୍ଚିମ ଓଡିଶାର ହାଇ ପ୍ରୋଫାଇଲ ଆସନ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଜି ହେଇଛି ଭୋଟ ଗଣତି । ଆରମ୍ଭରୁ ବାମଦଳର ଗଡ ଭାବରେ ପରିଚିତ ଏହି ଆସନ ସମୟ କ୍ରମେ କଂଗ୍ରେସ ଏବଂ ପରେ ବିଜେପିର ଗଡ ଭାବରେ ପରିଗଣିତ ଆସୁଥିଲା । ତେବେ ଗତ ନିର୍ବାଚନରେ ଝାରସୁଗୁଡାରୁ ଆସି ବ୍ରଜରାଜନଗରରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia