ରୋମ୍: ସାଢେ ୪ କୋଟି ଓଡ଼ିଆ ମୋ ପରିବାର ସଦସ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକଥା ଆଜି ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ରୂପାନ୍ତରକରଣ କେବଳ ସ୍କୁଲ ଭିତରେ ସୀମିତ ନାହିଁ । ରାଜ୍ୟରେ ଅନେକ କ୍ଷେତ୍ରରେ ବଦଳିଛି ସ୍ଥିତି। ରୋମରେ ପ୍ରବାସୀ ଓଡ଼ିଆଙ୍କ ସାକ୍ଷାତ ବେଳେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏ ସଂପର୍କରେ କହିଛନ୍ତି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ