ରାଜଧାନୀରେ କଟକଣାମୁକ୍ତ ହେବ ଦୂର୍ଗାପୂଜା, ଉତ୍ସାହିତ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷ ହେବ ମହାମାରୀ ଯୋଗୁଁ କଟକଣା ସହିତ ପାଳନ ହୋଇଥିଲା ଦୁର୍ଗାପୂଜା । ଚଳିତ ବର୍ଷ ଦୁର୍ଗାପୂଜା ଅତି ଆଡମ୍ବରର ସହିତ ପାଳନ କରାଯିବ। ସେନେଇ ଚାରିଆଡେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥର ରାଜଧାନୀ ଭୁବନେଶ୍ବରରେ କଟକଣାମୁକ୍ତ ଦୂର୍ଗା ପୂଜା ପାଳିବେ ରାଜଧାନୀବାସୀ। ଏଥର ରାଜଧାନୀରେ ଶୋଭା ପାଇବ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia