ଭୁବନେଶ୍ୱର: ଏଣିକି ସବୁ ଗାଡିରେ ଲାଗିବ ପ୍ୟାନିକ୍ ବଟନ ଓ ଟ୍ରାକିଂ ଡିଭାଇସ୍ । ଗାଡ଼ିର ବେଗ ଠାରୁ ଆରମ୍ଭ କରି ପରମିଟ୍ ପର୍ଯ୍ୟନ୍ତ ସବୁ କିଛି ଜାଣିହେବ। ଭୁବନେଶ୍ୱରରେ ରହିବ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ୍ । ତିନି ଚକିଆ ଯାନକୁ ଛାଡି ଅନ୍ୟ ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗାଡିରେ ରହିବ ଏହି ବ୍ୟବସ୍ଥା
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ