‘ମଜବୁତ ସରକାର ଠାରୁ ଦୃଢ କାର୍ଯ୍ୟାନୁଷ୍ଠାନ ଆଶା’, ଏପରି କହି ପୁଣି କେନ୍ଦ୍ର ସରକାରଙ୍କୁ ଘେରିଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ : ୟୁପି ବିଧାନସଭା ନିର୍ବାଚନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଥିବା ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ଟାର୍ଗେଟ୍ କରିଛନ୍ତି । ବ୍ୟାଙ୍କରେ ଠକେଇ ଏବଂ ଆର୍ଥିକ ଅପରାଧ ପ୍ରସଙ୍ଗରେ ବରୁଣ ଗାନ୍ଧୀ ଟ୍ୱିଟ୍ କରି ଏଥର କେନ୍ଦ୍ର ସରକାରଙ୍କୁ ଘେରି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia