ବିଜେପି ନେତାଙ୍କ ଉପରେ ଲାଠିଚାର୍ଜ, ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ସିଂହଙ୍କ ମୃତ୍ୟୁ

Lathicharge on BJP leaders during assembly march In Patna, District General Secretary Vijay Singh killed । ବିହାରର ରାଜଧାନୀ ପାଟନାର ଗାନ୍ଧୀ ମୈଦାନରେ ବିଧାନସଭାକୁ ଯାଉଥିବା ବିଜେପି ନେତା ତଥା କର୍ମୀଙ୍କ ଉପରେ ଲାଠି ଚାର୍ଜ କରିଛି ପୋଲିସ୍ । ଏଥିରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି ।