ବିଜୁ ଜୟନ୍ତୀ: ସେ ଥିଲେ ଝଡର ଇଗଲ, ଓଡିଆ ସ୍ଵାଭିମାନର ମୂର୍ତ୍ତିମନ୍ତ ପ୍ରତୀକ

ସେ ଥିଲେ ଝଡର ଇଗଲ। ସେ ଥିଲେ କୋଟି କୋଟି ଓଡିଆଙ୍କ ପ୍ରାଣପ୍ରିୟ ନେତା। ସେଥିଲେ ଏକାଧାରରେ ରାଜନେତା, ସ୍ଵାଧୀନତା ସଂଗ୍ରାମୀ, ଯୁଦ୍ଧ ବିଶାରଦ ପାଇଲଟ, ବିଚକ୍ଷଣ ପ୍ରତିଭାର ଅଧିକାରୀ ତଥା ପ୍ରବାଦ ପୁରୁଷ। ଯାହାଙ୍କ ନାମ ସ୍ମରଣ ମାତ୍ରେ ଓଡିଆ ସ୍ଵାଭିମାନର ଶାଣିତ ସ୍ଵର ମନରେ ଗୁଞ୍ଜରିତ ହୁଏ, ସେ ଭୂମିପୁତ୍ର ବିଜୁ ବାବୁଙ୍କ ଆଜି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia