ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: କଟକ ଡିସିପି

କଟକ: ଗଣେଶ ମୂର୍ତ୍ତିକୁ କଦର୍ଥ କରାଯାଇଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ପୋଲିସ ପ୍ରଶାସନ ଏଦିଗରରେ ନିଷ୍ପତି ନେବାକୁ କହିଲେ ହାଇକୋର୍ଟ । ଏପଟେ ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ବିକୃତ୍ତ ମୂର୍ତ୍ତି ନିର୍ମାଣ ନକରିବା ଲାଗି ମୂର୍ତ୍ତି କାରିଗରଙ୍କୁ ତାଗିଦ କରାଯାଇଛି । ଏଥିସହ କ୍ଲବଗୁଡିକୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia