ପଞ୍ଜାବ କଂଗ୍ରେସରେ ବଡ ପରିବର୍ତ୍ତନ : ପଞ୍ଜାବର ଦାୟିତ୍ୱରେ ଥିବା ହରିଶ ରାୱତଙ୍କ ସ୍ଥାନ ନେଇ ପାରନ୍ତି ହରିଶ ଚୌଧୁରୀ

ଚଣ୍ଡୀଗଡ଼ : ପଞ୍ଜାବରେ କଂଗ୍ରେସ ନେତାଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦଳୀୟ ସଂଗଠନରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଶୀର୍ଷ ନେତୃତ୍ୱ ପ୍ରସ୍ତୁତି କରୁଛନ୍ତି । ସୂତ୍ରରୁ ପ୍ରକାଶ ଯେ ହରିଶ ଚୌଧୁରୀଙ୍କୁ ହରିଶ ରାୱତଙ୍କ ସ୍ଥାନରେ ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ନିଯୁକ୍ତ କରାଯାଇପାରେ । ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାରରେ ହରିଶ ଚୌଧୁରୀ ରାଜସ୍ୱ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia