ନବୀନଙ୍କୁ ପ୍ରସଂଶା କଲେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର

ସର୍ବଦା ଗରିବଙ୍କ ଚିନ୍ତା କରୁଥିବା ଏବଂ ସମାଲୋଚନାରୁ ଊର୍ଦ୍ଧ୍ଵରେ ରହୁଥିବା ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର। ଇଣ୍ଡିଆ ଟୁଡେ ପତ୍ରିକାରେ ନିତୀଶ ନିଜର ଏକ ଲେଖାରେ ନବୀନଙ୍କୁ ନିତୀଶ କୁମାର ଭୂୟଶୀ ପ୍ରସଂଶା କରିଛନ୍ତି। ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ,ଅନ୍ୟ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଏଭଳି ଲେଖିବା ନିଶ୍ଚିତ ଭାବରେ ନିଆରା
Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia