ଧାମନଗର NACରେ ୧୪୪ ଧାରା ଜାରି

ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୁନଃ ମତଦାନ ଶେଷ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୪୪ ଧାରା ଜାରି କରାଯାଇଛି । ଆଜି (ମଙ୍ଗଳବାର) 5 ତାରିଖ ରାତି 9ଟାରୁ 7 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ଆସନ୍ତାକାଲି (ଅପ୍ରେଲ 6

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia