ଟ୍ରେନରୁ ବାହାରିଲା ଧୂଆଁ: ଭୟରେ ଟ୍ରେନରୁ ଓହ୍ଲାଇ ପଡିଲେ ଯାତ୍ରୀ

Smoke Detected in Vivek Express: ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିବା ଖବର ଆସିଛି । ଦ୍ରିବୁଗଡରୁ କନ୍ୟାକୁମାରୀ ଯାଉଥିବା ବିବେକ ଏକ୍ସପ୍ରେସରେ ନିଆଁ ଲାଗିଛି । ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଛାନିଆ ।