ଟୁଡେ ଚାଣକ୍ୟର ପୂର୍ବାନୁମାନ,ପଶ୍ଚିମବଙ୍ଗରେ ବିଜେପି ପାଇବ ୧୯୨ ଆସନ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ୧୯୨+ ଓ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ୧୦୦+ ଆସନ ପାଇବ ବୋଲି ଟୁଡେ ଚାଣକ୍ୟ ଗୁରୁବାର ଏହାର ଏକଜିଟ୍ ପୋଲ୍‌ରେ ପୂର୍ବାନୁମାନ କରିଛି। ଅନ୍ୟାନ୍ୟ ଦଳଗୁଡିକ ୨ଟି ଆସନ ପାଇବେ। ଟୁଡେ ଚାଣକ୍ୟର ଏହି ପୂର୍ବାନୁମାନ ରାଜ୍ୟ ରାଜନୀତିରେ ବଡ ପରିବର୍ତ୍ତନ ଆଭାସ ଦେଇଛି। କେବଳ ଟୁଡେ ଚାଣକ୍ୟ ନୁହେଁ ବୁଧବାର ମଧ୍ୟ ଅଧିକାଂଶ ଏକଜିଟ୍ ପୋଲ୍‌ରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ପୂର୍ବାନୁମାନ କରିଥିଲେ।Today Chanakya’s prediction: BJP