ଜିତୁ ମୁଣ୍ତାଙ୍କ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଆରଡିସି ତଦନ୍ତ ନିର୍ଦ୍ଦେଶ, ଅଧିକାରୀଙ୍କୁ ସମ୍ବେଦନଶୀଳ ହେବାକୁ ପରାମର୍ଶ

ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହି ବ୍ୟାଙ୍କକୁ ଆସିବା ଘଟଣାକୁ ଗୁରୁତର ସହ ନେଇଛି କେନ୍ଦୁଝର ଜିଲ୍ଲା ପ୍ରଶାସନ, ଏହାସହ ଏହାକୁ ସମ୍ବେନଶୀଳବୋଲି କହି ଏକ ପ୍ରେସ ବିଜ୍ଞପ୍ତି ଜାରୀ କରିଛି। ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଜିତୁ ମୁଣ୍ଡାଙ୍କୁ ୩୦ ହଜାର ଟଙ୍କାର ସହାୟତା ଦେବାସହ ୮ Jeetu’s incident; CM orders RDC investigation, advises officials to be sensitive