Lumpy Skin Disease: ମଣିଷ ପରେ ଏବେ ଗୋରୁଗାଇଙ୍କୁ ଭାଇରସ୍ ଭୟ । ମହାମାରୀ କରୋନାର ପ୍ରକୋପ କମିଥିବା ବେଳେ ଏବେ ଆଉ ଏକ ଭାଇରସ୍କୁ ନେଇ ଚିନ୍ତା ବଢ଼ିଛି। ଲମ୍ପି ସ୍କିନ୍ ଡିଜିଜ୍ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସଂକ୍ରାମକ ରୋଗ । ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ