ଗଞ୍ଜାମ: ଜବରଦଖଲ ଉଚ୍ଛେଦକୁ ନେଇ ବିଚ ରାସ୍ତାରେ ମୁହାଁମୁହିଁ ହେଲେ ତହସିଲଦାର ଓ ଆଇନଜୀବୀ । ତହସିଲଦାର ଅରୁଣ କୁମାର ନାୟକ ଜବରଦଖଲ ଉଚ୍ଛେଦ ପାଇଁ ଜେସିବି ଧରି ବଡ଼ ବଜାରରେ ପହଞ୍ଚିଥିଲେ । ଏହି ଜମି ପାଇଁ କେସ୍ ଲଢୁଥିବା ଆଇନଜୀବୀ ଦିଲ୍ଲିପ କୁମାର ପଟ୍ଟନାୟକ ତହସିଲଦାର ସମୟ ଦେଇ ନଥିବାରୁ ଏହାକୁ ବିରୋଧ କରିଥିଲେ
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ