କୋରିଆରେ ଓଡିଆ ଝିଅଙ୍କ କମାଲ, କେ-ପପ୍ ଷ୍ଟାର ହେଲେ ଶ୍ରୀୟା

ଭୁବନେଶ୍ୱର: କୋରିଆରେ କମାଲ କଲେ ଓଡ଼ିଆ ଝିଅ ଶ୍ରୀୟା ଲେଙ୍କା । ଭାରତର ପ୍ରଥମ K-Pop ଷ୍ଟାର ହୋଇ ଇତିହାସ ରଚିଲେ 18 ବର୍ଷୀୟା ଶ୍ରୀୟା। 4ହଜାର ପ୍ରାର୍ଥୀଙ୍କ ଭିତରୁ କେବଳ ଦୁଇ ଜଣଙ୍କୁ ବ୍ଲାକସ୍ବାନ ବ୍ୟାଣ୍ଡରେ ସାମିଲ କରାଯାଇଛି। ଯଦିଓ ଡିଆର ମ୍ୟୁଜିକ୍ ବ୍ଲାକସ୍ୱାନ୍ ପାଇଁ କେବଳ ଜଣେ ସଦସ୍ୟ ବାଛିବାର ଥିଲା,

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia