ଓମିକ୍ରନ୍‌ ରିସ୍କ ଥିବା ଦେଶରୁ ଓଡିଶା ଫେରିଛନ୍ତି ୩୮୦ ଜଣ

ଭୁବନେଶ୍ବର: ଚିନ୍ତା ବଢାଲାଣି ଓମିକ୍ରନ୍‌ । ଓମିକ୍ରନ୍‌ ଭାରିଆଣ୍ଟ ମିଳିଥିବା ଦେଶମାନଙ୍କରୁ ଓଡିଶା ଫେରିଛନ୍ତି ୩୮୦ ଜଣ ପ୍ରବାସୀ । ସମସ୍ତଙ୍କର ଟେଷ୍ଟ ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏବେ ପୂରା ବିଶ୍ୱକୁ ଚିନ୍ତା ଘାରିଛି । ଦିନ ବିତିବା ସହ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia