ଭୁବନେଶ୍ୱର: ଓଡ଼ିଶା ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆଜି (ସୋମବାର) 25 ତମ ଓଡିଶା ନଲେଜ୍ ହବ୍ ଲେକ୍ଚର୍ ସିରିଜ୍ ଆୟୋଜିତ ହୋଇଯାଇଛି । ଏଥିରେ ଯୋଗ ଦେଇ ଦୁଇଥର ଗ୍ରାମୀ ପୁରସ୍କାର ବିଜେତା ଭାରତୀୟ ସଂଗୀତଜ୍ଞ ତଥା ପରିବେଶବିତ୍ତ ଡକ୍ଟର ରିକି ଜି. କେଜ୍ “ମାଇଁ ଆର୍ଥ ସଙ୍ଗ” ଉପରେ ନିଜର ବାର୍ତ୍ତା ପ୍ରଦାନ କରିଛନ୍ତି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ