ଉତ୍ତରାଖଣ୍ଡ ନିର୍ବାଚନ 2022 : ଗରିବଙ୍କ ପାଇଁ ତିନୋଟି ସିଲିଣ୍ଡର ଏବଂ ଅଧିକ କିଛି ସାମିଲ କରି ‘ଦୃଷ୍ଟି ପତ୍ର’ ଜାରି କଲା ବିଜେପି

ଦେହରାଡୁନ୍ : ଭାରତୀୟ ଜନତା ପାର୍ଟି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନିଜର ଘୋଷଣାପତ୍ର ଜାରି କରିଛି । ବିଜେପି ଏହାର ମେନିଫେଷ୍ଟୋକୁ ‘ଦୃଷ୍ଟି ପତ୍ର’ ନାମ ଦେଇଛି । ମେନିଫେଷ୍ଟୋ ପ୍ରକାଶ କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ବିଜେପି ରାଜ୍ୟ ସଭାପତି ମଦନ କୌଶିକ, ପୂର୍ବତନ କେନ୍ଦ୍ର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia