ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ନେଇ ଜନମତ ସର୍ଭେ: ଆସନ୍ତୁ ଜାଣିବା କେଉଁ ଦଳର ସ୍ଥିତି କଣ ରହିବ,

ଭୁବନେଶ୍ବର: ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି କ୍ରମାଗତ ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶରେ କ୍ଷମତାରେ ରହିବ ବୋଲି ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି। ଟାଇମ୍ସ ନାଓ- ନବଭାରତ ଟାଇମସ ପାଇଁ ଭିଟୋ ନାମକ ଏକ ସଂସ୍ଥା ଏହି ଜନମତ ସର୍ଭେ କରିଛି । 403 ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ନେତୃତ୍ୱାଧୀନ ମିଳିତ ମଞ୍ଚ 230-249

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia