Odisha ଇବୋଲା ଭାଇରସରେ ୮୦ ମୃତ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା WHO OdiaTimes May 17, 2026 1 min read Share this:Share Share on Facebook (Opens in new window) Facebook Share on X (Opens in new window) X ହାଣ୍ଟାଭାଇରସ୍ ସଙ୍କଟ ମଧ୍ୟରେ କଙ୍ଗୋରେ ଇବୋଲା ଭାଇରସର ଆତଙ୍କ । ଇବୋଲା ଭାଇରସରେ ୮୦ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ବଢାଇଦେଇଛି । ଏହାରି ମଧ୍ୟରେ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି WHO ସାର୍ବଜନୀନ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ।Ebola virus kills 80, WHO declares emergency Post navigation Previous ଖୁବଶୀଘ୍ର ବୋର୍ଡ ଓ ନିଗମ ନିଯୁକ୍ତି, ୪୪ ସରକାରୀ ଉଦ୍ୟୋଗକୁ ତଥ୍ୟ ମାଗିଲା ସାଧାରଣ ପ୍ରଶାସନ ବିଭାଗNext ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧି କଲେ ରାଷ୍ଟ୍ରପତି More Stories 1 min read Odisha ହର୍ମୁଜ୍ରେ ଆମ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ : ଜାତିସଂଘରେ ଅସନ୍ତୋଷ ପ୍ରକାଶ କଲା ଭାରତ May 17, 2026 OdiaTimes 1 min read Odisha ରବର୍ଟ ଭଦ୍ରାଙ୍କୁ ଆଗୁଆ ଜାମିନ May 17, 2026 OdiaTimes Odisha ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧି କଲେ ରାଷ୍ଟ୍ରପତି May 17, 2026 OdiaTimes
More Stories
ହର୍ମୁଜ୍ରେ ଆମ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ : ଜାତିସଂଘରେ ଅସନ୍ତୋଷ ପ୍ରକାଶ କଲା ଭାରତ
ରବର୍ଟ ଭଦ୍ରାଙ୍କୁ ଆଗୁଆ ଜାମିନ
ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧି କଲେ ରାଷ୍ଟ୍ରପତି