ଆଜି ରାଜ୍ୟରେ ୧୦ ହଜାର ତଳେ ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ସାମାନ୍ୟ କମିଲା ଦୈନିକ କରୋନା ସଂକ୍ରମଣ । ରାଜ୍ୟରେ ଆଜି ୧୦ ହଜାର ତଳେ ରହିଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ହଜାର ୧୩୪ ଲୋକାଲ କେସ୍ ଓ ୦ ରୁ ୧୮ ବର୍ଷ ମଧ୍ୟରେ ୯୭୨

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia