ଆଜି ଭୋଟ ଗଣନା: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୮୨୩ ଆସନ ଉପରେ ନଜର

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହାଇଭୋଲଟେଜ୍ ପ୍ରତିଦ୍ବନ୍ଦ୍ବିତାଠାରୁ ତାମିଲନାଡ଼ୁରେ ତ୍ରିମୁଖୀ ଲଢେଇ, କେରଳରେ ଏଲଡିଏଫ୍‌ ଓ ୟୁଡିଏଫ୍‌ ମଧ୍ୟରେ ଛକାପଞ୍ଝା ଓ ଆସାମରେ ବିଜେପି-କଂଗ୍ରେସ ମହାସଂଗ୍ରାମ ମଧ୍ୟରେ କାହାର ହେବ ବାଜିମାତ୍‌ ସେ ନେଇ ସମସ୍ତଙ୍କ ନଜର ରହିଛି। Counting of votes today: 823 seats in 4 states and 1 union territory under scrutiny