ଆଜି ବିଜୟା ଦଶମୀ: ରାବଣପୋଡ଼ି ଲାଗି ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ଆଜି ବିଜୟା ଦଶମୀ । ସାରା ରାଜ୍ୟରେ ଉତ୍ସାହର ମାହୋଲ । ହେଲେ ପୂଜା ମଉଜକୁ ଫିକା ପକାଇଛି ବର୍ଷା । ବର୍ଷା ସତ୍ୱେ ଅନେକ ପଣ୍ତପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବା ପାଇଁ ମୁଳୁଛି । ଆଜି ଧରାପୃଷ୍ଟରୁ ବିଦାୟ ନେବେ ମାଆ ହେଲେ ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୁପ ପାଳିତ ହେବ । ଏହି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia