ଆଜି ବି ଗୃହରେ ଘଣ୍ଟ ପିଟିଲେ ବିରୋଧୀ, ହଟ୍ଟଗୋଳ ପାଇଁ ଗୃହ ମୁଲତବୀ

ଭୁବନେଶ୍ବର: ନବମ ଦିନରେ ବି ଚାଲିପାରିଲାନି ବିଧାନସଭା । ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ଆଜି ବି ଗୃହରେ ବିରୋଧୀ ହଙ୍ଗାମା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କଲେ ବିରୋଧୀ ସଦସ୍ୟ । ଆଜି ବି ଗୃହରେ ଘଣ୍ଟ ପିଟି ପ୍ରତିବାଦ ଜଣାଇଲେ ବିରୋଧୀ ଦଳ ସଦସ୍ୟ । ବିରୋଧୀଙ୍କ ହଟ୍ଟଗୋଳ, ହଙ୍ଗାମା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia