ଆଜି ପ୍ରଥମ ପର୍ଯ୍ୟାୟ ସମବାୟ ସମିତି ନିର୍ବାଚନ

ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟର ପ୍ରାଥମିକ ସମବାୟ ସମିତି ନିର୍ବାଚନ । ମୋଟ ୭୩୧ଟି ପ୍ରାଥମିକ ସମବାୟ ସମିତିରେ ଏହି ନିର୍ବାଚନ ହେଉଛି । ଭୋଟ ଗ୍ରହଣ ଶେଷ ହେବାପରେ ଗଣତି ହୋଇ ଫଳାଫଳ ଘୋଷଣା ହେବ । ୩ ହଜାର ୨୫୨ ପ୍ରାଥମିକ ସମବାୟ ସମିତିରୁ ୨ ହଜାର ୫୨୧ଟି ସମିତିରେ ବିନା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia